ସବୁଦିନ ପାଇଁ ବିଲୟ ହେବ ଦିଲ୍ଲୀ ଇଣ୍ଡିଆ ଗେଟ୍‌ ନିକଟରେ ଥିବା ଅମର ଯବାନ ଜ୍ୟୋତି

ନୂଆଦିଲ୍ଲୀ : ଦିଲ୍ଲୀ ଇଣ୍ଡିଆ ଗେଟ୍‌ରେ ଆଉ ଦେଖିବାକୁ ମିଳିବନି ଅମର ଯବାନ ଜ୍ୟୋତି। ୫୦ ବର୍ଷ ଧରି ଅନବରତ ଜଳି ଆସୁଥିବା ଦିଲ୍ଲୀର ଏହି ଐତିହାସିକ ଜ୍ୟୋତି ଏଣିକି ଜାତୀୟ ସମର ସ୍ମାରକୀରେ ବିଲୟ ହେବ। ଆଜି ଏନେଇ ଅପରାହ୍ନ ସାଢ଼େ ୩ଟାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ। କାର୍ଯ୍ୟକ୍ରମରେ ଭାରତୀୟ ସେନାର ବରିଷ୍ଠ ଅଧିକାରୀ ଏଥିରେ ଉପସ୍ଥିତ ରହିବେ। ଜାତୀୟ ସମର ସ୍ମାରକୀରେ ଜଳୁଥିବା ଜ୍ୟୋତି ସହ … Continue reading ସବୁଦିନ ପାଇଁ ବିଲୟ ହେବ ଦିଲ୍ଲୀ ଇଣ୍ଡିଆ ଗେଟ୍‌ ନିକଟରେ ଥିବା ଅମର ଯବାନ ଜ୍ୟୋତି